or_tq/rom/08/01.md

441 B
Raw Permalink Blame History

ପାପର ବ୍ୟବସ୍ଥା ଓ ମୃତ୍ୟୁରୁ କ'ଣ ପାଉଲଙ୍କୁ ମୁକ୍ତ କରିଅଛି ?

ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ପାଉଲଙ୍କୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି [୮:]।