8 lines
734 B
Markdown
8 lines
734 B
Markdown
# ପାଉଲ ଯାହା କରନ୍ତି ତାହା କିଏ କରୁଅଛି, ଯାହା ସେ କରିବାକୁ ଇଚ୍ଛା କରନ୍ତି ନାହିଁ ?
|
||
|
||
ଯାହା ପାଉଲ ଇଚ୍ଛା କରନ୍ତି ନାହିଁ ତାହା ସେ କରନ୍ତି, ତେବେ ସେ ଆଉ ନିଜେ କରନ୍ତି ନାହିଁ, ମାତ୍ର ତାହାଙ୍କଠାରେ ବାସ କରୁଥିବା ପାପ ତାହା କରେ [୭:୧୭,୨୦]।
|
||
|
||
# ପାଉଲଙ୍କ ଶରୀରରେ କ'ଣ ବାସ କରେ ?
|
||
|
||
ପାଉଲଙ୍କ ଶରୀରରେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ [୭:୧୮]।
|