8 lines
845 B
Markdown
8 lines
845 B
Markdown
# ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି କିପରି ମୃତ୍ୟୁ ହୋଇଅଛନ୍ତି ?
|
|
|
|
ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି ଖ୍ରୀଷ୍ଟଙ୍କ ଶରୀର ଦ୍ଵାରା ମୃତ୍ୟୁ ହୋଇଅଛନ୍ତି [୭:୪]।
|
|
|
|
# ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି ମୃତ୍ୟୁ ହୋଇଥିବାରୁ, ସେମାନେ କ'ଣ କରିବାକୁ ସକ୍ଷମ ଅଟନ୍ତି ?
|
|
|
|
ବିଶ୍ଵାସୀମାନେ ବ୍ୟବସ୍ଥା ପ୍ରତି ମୃତ୍ୟୁ ହୋଇଥିବାରୁ, ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବାରେ ସକ୍ଷମ ଅଟନ୍ତି [୭:୪]।
|