or_tq/rom/03/01.md

427 B
Raw Permalink Blame History

ଯିହୁଦୀମାନଙ୍କ ମଧ୍ୟରେ ପ୍ରଥମ ସୁଯୋଗ କ'ଣ ଅଟେ ?

ଯିହୁଦୀମାନଙ୍କ ମଧ୍ୟରେ ସର୍ବ ପ୍ରଥମ ସୁଯୋଗ ଥିଲା ଯାହା ହେଉଛି ସେମାନଙ୍କୁ ସର୍ବ ପ୍ରଥମେ ଈଶ୍ଵରଙ୍କ ବାକ୍ୟ ସମର୍ପିତ କରାଯାଇଥିଲା [୩:୧-]।