or_tq/rom/02/23.md

536 B
Raw Permalink Blame History

ଯିହୁଦୀ ବ୍ୟବସ୍ଥା ଶିକ୍ଷକମାନଙ୍କ ଦ୍ଵାରା ବିଜାତିମାନଙ୍କ ମଧ୍ୟରେ ଈଶ୍ଵରଙ୍କ ନାମ କିପରି ଅପମାନିତ ହେଉଅଛି ?

ଯିହୁଦୀ ବ୍ୟବସ୍ଥା ଶିକ୍ଷକମାନେ ଈଶ୍ଵରଙ୍କ ବ୍ୟବସ୍ଥାକୁ ଉଲଂଘନ କରିବା ଦ୍ଵାରା ଈଶ୍ଵରଙ୍କ ନାମ ଅପମାନିତ ହେଉଅଛି [:୨୩-୨୪]।