or_tq/rom/02/01.md

960 B
Raw Permalink Blame History

ବିଚାର କରୁଥିବା କେତେକ ଲୋକମାନଙ୍କୁ କାହିଁକି କ୍ଷମା ନାହିଁ ?

ବିଚାର କରୁଥିବା କେତେକ ଲୋକମାନଙ୍କୁ କ୍ଷମା ନାହିଁ କାରଣ ଯେଉଁ ବିଷୟରେ ସେମାନେ ଅନ୍ୟର ବିଚାର କରନ୍ତି ସେମାନେ ନିଜେ ସେହି କର୍ମ କରନ୍ତି [:୧]।

ଈଶ୍ଵର ଯେତେବେଳେ ଅଧାର୍ମିକ ଲୋକମାନଙ୍କୁ ବିଚାର କରିବେ ସେମାନଙ୍କୁ ଈଶ୍ଵର କିପରି ବିଚାର କରିବେ ?

ଈଶ୍ଵର ଯେତେବେଳେ ଅଧାର୍ମିକ ଲୋକମାନଙ୍କୁ ବିଚାର କରିବେ ସେମାନଙ୍କୁ ସେ ନ୍ୟାୟ ସଙ୍ଗତ ଅନୁସାରେ ବିଚାର କରିବେ [:]।