or_tq/rom/01/26.md

4 lines
547 B
Markdown

# ଏହି ସ୍ତ୍ରୀ ଓ ପୁରୁଷମାନେ ସେମାନଙ୍କର କେଉଁ ଅସ୍ଵାଭାବିକ କାମନାରେ ଦଗ୍ଧ ହୁଅନ୍ତି ?
ସ୍ତ୍ରୀମାନେ ପରସ୍ପର ଆପଣା କାମନାରେ ଦଗ୍ଧ ହୁଅନ୍ତି, ଏବଂ ପୁରୁଷମାନେ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହୁଅନ୍ତି [୧:୨୬-୨୭]।