or_tq/rom/01/20.md

1.3 KiB
Raw Permalink Blame History

କିପରି ଈଶ୍ଵରଙ୍କ ଅଦୃଶ୍ୟ ବସ୍ତୁଗୁଡିକ ସ୍ପଷ୍ଟରୂପେ ଦୃଶ୍ୟମାନ ହୋଇଅଛି ?

ସୃଷ୍ଟବସ୍ତୁଗୁଡିକ ଦ୍ଵାରା ଈଶ୍ଵରଙ୍କ ଅଦୃଶ୍ୟ ବସ୍ତୁଗୁଡିକ ସ୍ପଷ୍ଟରୂପେ ଦୃଶ୍ୟମାନ ହୋଇଅଛି [୧:]।

ଈଶ୍ଵରଙ୍କ କେଉଁ ବିଶେଷ ଗୁଣଗୁଡିକ ସ୍ପଷ୍ଟରୂପେ ଦୃଶ୍ୟମାନ ହୋଇଅଛି ?

ଈଶ୍ଵରଙ୍କ ଅନାଦି ଅନନ୍ତ ଶକ୍ତି ଓ ଈଶ୍ଵରତ୍ଵ ବସ୍ତୁଗୁଡ଼ିକ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଅଛି [୧:]।

ଯେଉଁମାନେଙ୍କ ଈଶ୍ଵରଙ୍କୁ ଗୌରବ ବା ତାହାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ସେମାନଙ୍କର ଭାବନା ଓ ମନକୁ କ'ଣ ହୁଏ ?

ଯେଉଁମାନେଙ୍କ ଈଶ୍ଵରଙ୍କୁ ଗୌରବ ବା ତାହାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ସେମାନଙ୍କର ଭାବନାରେ ଅବୋଧ ଏବଂ ସେମାନଙ୍କର ମନ ଅନ୍ଧକାରମୟ ହୁଏ [୧:୨୧]।