or_tq/rom/01/08.md

4 lines
470 B
Markdown

# ପାଉଲ ରୋମର ବିଶ୍ଵାସୀମାନଙ୍କର କେଉଁ ବିଷୟ ସମ୍ବନ୍ଧରେ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି ?
ଯେହେତୁ ସେମାନଙ୍କର ବିଶ୍ଵାସ ସମୁଦାୟ ଜଗତରେ ପ୍ରଚାର ହୋଇଅଛି ସେଥିପାଇଁ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି [୧:୮]।