8 lines
899 B
Markdown
8 lines
899 B
Markdown
# ଯେକେହି ଏହି ପୁସ୍ତକର ଭାବବାଣୀ ସଙ୍ଗେ କିଛି ଯୋଗ କରେ ତାହା ପ୍ରତି କ'ଣ ଘଟିବ ?
|
||
|
||
ଯେକେହି ଏହି ପୁସ୍ତକର ଭାବବାଣୀ ସଙ୍ଗେ କିଛି ଯୋଗ କରେ ସେ ଏହି ପୁସ୍ତକରେ ଲେଖା ହୋଇଥିବା କ୍ଲେଶଗୁଡିକ ତାହା ପ୍ରତି ଘଟିବ । [୨୨:୧୮]
|
||
|
||
# ଯେକେହି ଏହି ପୁସ୍ତକର ଭାବବାଣୀର କୌଣସି ବାକ୍ୟକୁ ଲୋପ କରେ ତାହା ପ୍ରତି କ'ଣ ଘଟିବ ?
|
||
|
||
ଯେକେହି ଏହି ପୁସ୍ତକର ଭାବବାଣୀ ର କୌଣସି ବାକ୍ୟକୁ ଲୋପ କରେ ଜୀବନ ବୃକ୍ଷରେ ତାହାର ଅଂଶ ଲୋପ ହେବ । [୨୨:୧୯]
|