or_tq/rev/22/01.md

621 B
Raw Permalink Blame History

ଈଶ୍ଵରଙ୍କ ସିଂହାସନରୁ କ'ଣ ପ୍ରବାହିତ ହେଉଥିବାର ଯୋହନ ଦେଖିଲେ ?

ଜୀବନଦାୟକ ଜଳର ନଦୀ ଈଶ୍ଵରଙ୍କ ସିଂହାସନରୁ ପ୍ରବାହିତ ହେଉଥିବାର ଯୋହନ ଦେଖିଲେ । [:୧]

ଜୀବନଦାୟକ ବୃକ୍ଷର ପତ୍ରଗୁଡିକ କ'ଣ ଅଟନ୍ତି ?

ଜୀବନଦାୟକ ବୃକ୍ଷର ପତ୍ରଗୁଡିକ ଜାତିସମୂହର ଆରୋଗ୍ୟକାରକ ଅଟନ୍ତି । [:]