or_tq/rev/20/09.md

797 B
Raw Permalink Blame History

ଯେତେବେଳେ ସାଧୁମାନଙ୍କର ଶିବିରକୁ ବେଷ୍ଟନ କରାଗଲା ସେତେବେଳେ କ'ଣ ଘଟିଲା ?

ଯେତେବେଳେ ସାଧୁମାନଙ୍କର ଶିବିରକୁ ବେଷ୍ଟନ କରାଗଲା, ସେତେବେଳେ ସ୍ଵର୍ଗରୁ ଅଗ୍ନି ଆସିଲା ଏବଂ ଗୋଗ୍ ଓ ମାଗୋଗ୍‌କୁ ଗ୍ରାସ କଲା । [:୯]

ଏହି ସମୟରେ ଶୟତାନକୁ କ'ଣ କରାଗଲା ?

ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବା ନିମନ୍ତେ ଦିଆବଳ ଶୟତାନକୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା । [:୧୦]