8 lines
932 B
Markdown
8 lines
932 B
Markdown
# ସେହି ପରାକ୍ରମୀ ଦୂତ କାହା ଦ୍ଵାରା ଶପଥ କଲେ ?
|
|
|
|
ସେହି ପରାକ୍ରମୀ ଦୂତ ଯେ ସ୍ଵର୍ଗ, ପୃଥିବୀ, ସମୁଦ୍ର, ଏବଂ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରିଥିଲେ [୧୦:୬]।
|
|
|
|
# ଆଉ ବିଳମ୍ବ ହେବ ନାହିଁ ବୋଲି ସେହି ପରାକ୍ରମୀ ଦୂତ କ'ଣ କହିଥିଲେ ?
|
|
|
|
ଯେତେବେଳେ ସପ୍ତମ ଦୂତ ତୂରୀଧ୍ଵନୀ ଉଦ୍ୟତ ହେବେ, ସେତେବେଳେ ଈଶ୍ଵରଙ୍କ ନିଗୁଢ ସଂକଳ୍ପ ମଧ୍ୟ ସଫଳ ହେବ ବିଳମ୍ବ ହେବ ନାହିଁ ବୋଲି ଦୂତ କହିଲେ [୧୦:୭]।
|