or_tq/rev/07/01.md

825 B
Raw Permalink Blame History

ଚାରି ଦୂତ ପୃଥିବୀର ଚାରି କୋଣରେ ଠିଆ ହୋଇ କ'ଣ କରୁଥିବାର ଯୋହନ ସେମାନଙ୍କୁ ଦେଖିଲେ ?

ଚାରି ଦୂତ ପୃଥିବୀର ଚାରି ବାୟୁକୁ ଅଟକାଇ ଧରି ରଖିଥିଲେ [୭:୧]।

ପୃଥିବୀ କ୍ଷତି ହେବା ପୂର୍ବରୁ କ'ଣ କରାଯିବା ଆବଶ୍ୟକ ବୋଲି ପୂର୍ବ ଦିଗଠାରୁ ଆସିଥିବା ଦୂତ କହିଲେ ?

ପୃଥିବୀ କ୍ଷତି ହେବା ପୂର୍ବରୁ ଈଶ୍ଵରଙ୍କ ଦାସମାନଙ୍କ କପାଳରେ ମୁଦ୍ରାଙ୍କ କରାଯିବା ଆବଶ୍ୟକ ବୋଲି ଦୂତ କହିଲେ [୭:-୩]।