or_tq/rev/03/01.md

1.4 KiB
Raw Permalink Blame History

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କ ନିକଟକୁ ଲେଖା ଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ସାର୍ଦ୍ଧି ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖା ଯାଇଅଛି [୩:୧]।

ସାର୍ଦ୍ଧି ମଣ୍ଡଳୀର ଖ୍ୟାତି କ'ଣ ଅଟେ, ମାତ୍ର ସେମାନଙ୍କ ବିଷୟରେ ସତ୍ୟତା କ'ଣ ଅଟେ ?

ସାର୍ଦ୍ଧି ମଣ୍ଡଳୀର ଖ୍ୟାତି ହେଉଛି ଯେ ସେମାନେ ଜୀବିତ ଅଟନ୍ତି, କିନ୍ତୁ ସତ୍ୟତା ଯେ ଏହା ସେମାନେ ମୃତ ଅଟନ୍ତି [୩:୧]।

ସାର୍ଦ୍ଧି ମଣ୍ଡଳୀକୁ କ'ଣ କରିବା ନିମନ୍ତେ ଖ୍ରୀଷ୍ଟ ଚେତନା ଦିଅନ୍ତି ?

ସେମାନଙ୍କୁ ଉଠି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟସବୁକୁ ସବଳ କରିବା ପାଇଁ, ସ୍ମରଣ କରିବା ପାଇଁ,ପାଳନ କରିବା ପାଇଁ, ଓ ମନା ପରିବର୍ତ୍ତନ କରିବା ପାଇଁ ଖ୍ରୀଷ୍ଟ ସେମାନଙ୍କୁ ଚେତନା ଦିଅନ୍ତି [୩:-୩]।