or_tq/rev/02/08.md

574 B
Raw Permalink Blame History

ପୁସ୍ତକର ପରବର୍ତ୍ତୀ ଅଂଶ କେଉଁ ଦୂତଙ୍କୁ ଲେଖାଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶ ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଲେଖାଯାଇଅଛି [:୮]।

ସ୍ମୁର୍ଣ୍ଣା ମଣ୍ଡଳୀ କ'ଣ ଅନୁଭବ କରିଅଛି ?

ସ୍ମୁର୍ଣ୍ଣା ମଣ୍ଡଳୀ କ୍ଲେଶ, ଦୀନତା, ଏବଂ ନିନ୍ଦା ଅନୁଭବ କରିଅଛି [:୯]।