or_tq/rev/02/06.md

445 B
Raw Permalink Blame History

ଯେଉଁମାନେ ଜୟ କରନ୍ତି ସେମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଈଶ୍ଵରଙ୍କ ପାରଦୀଶରେ ଜୀବନବୃକ୍ଷର ଫଳ ଖାଇବେ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [:୭]।