or_tq/rev/01/07.md

8 lines
850 B
Markdown

# ଯେତେବେଳେ ଯୀଶୁ ଆସିବେ ତାହାଙ୍କୁ କେଉଁମାନ ଦେଖିବେ ?
ଯେତେବେଳେ ସେ ଆସିବେ ପ୍ରତ୍ୟେକ ଚକ୍ଷୁ ଯୀଶୁଙ୍କୁ ଦର୍ଶନ କରିବ, ପୁଣି ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ମଧ୍ୟ ଦର୍ଶନ କରିବେ [୧:୭]।
# ପ୍ରଭୁ ଈଶ୍ଵର ଆପଣାକୁ କିପରି ଭାବରେ ବର୍ଣ୍ଣନା କରନ୍ତି ?
ପ୍ରଭୁ ଈଶ୍ଵର ଆପଣାକୁ କ ଓ କ୍ଷ, ଯେ ବର୍ତ୍ତମାନ, ଭୁତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ କହି ଆପଣାକୁ ବର୍ଣ୍ଣନା କରନ୍ତି [୧:୮]।