or_tq/phm/01/22.md

8 lines
637 B
Markdown

# ଫିଲୀମୋନ ପାଉଲଙ୍କ ପାଇଁ କ’ଣ କରନ୍ତୁ ବୋଲି ସେ ଚାହାଁନ୍ତି?
ପାଉଲ ଚାହୁଁଛନ୍ତି ଯେ ଫିଲୀମୋନ ପାଉଲଙ୍କ ପାଇଁ ଏକ ଅତିଥିଶାଳାର ପ୍ରସ୍ତୁତ କରନ୍ତୁ ।
# ଫିଲୀମୋନ କାହିଁକି ଏହା କରନ୍ତୁ ବୋଲି ପାଉଲ ଚାହାଁନ୍ତି?
ପାଉଲ ଆଶା କରନ୍ତି ଯେ ଈଶ୍ଵର ତାଙ୍କୁ ପୁନର୍ବାର ଫିଲୀମୋନ ନିକଟକୁ ପଠାଇବେ ।