or_tq/phm/01/16.md

821 B

ଅନୀସିମ ସହ ଫିଲୀମୋନ କ’ଣ କରନ୍ତୁ ବୋଲି ପାଉଲ ଚାହାଁନ୍ତି?

ଫିଲୀମୋନ ଅନୀସିମକୁ ଦାସରୁ ମୁକ୍ତ କରି ଅନୀସିମକୁ ପାଉଲଙ୍କ ନିକଟକୁ ଫେରିବାକୁ ରାଜି ହୁଅନ୍ତୁ ବୋଲି ପାଉଲ ଚାହାଁନ୍ତି ।

ପାଉଲ ବର୍ତ୍ତମାନ ଫିଲୀମୋନଙ୍କୁ ଅନୀସିମ ବିଷୟରେ ବିଚାର କରିବାକୁ କିପରି ଚାହୁଁଛନ୍ତି?

ଫିଲୀମୋନଙ୍କୁ ଅନୀସିମକୁ ଏକ ପ୍ରିୟ ଭାଇ ଭାବରେ ବିବେଚନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।