or_tq/phm/01/13.md

8 lines
542 B
Markdown

# ପାଉଲ ଏହି ପତ୍ର ଲେଖିବାବେଳେ କେଉଁଠାରେ ଅଛନ୍ତି?
ପାଉଲ ଏହି ପତ୍ର ଲେଖିବାବେଳେ କାରଗାରରେ ଅଛନ୍ତି ।
# ଅନୀସିମ କ’ଣ କରିବାକୁ ସମର୍ଥ ହେଉ ବୋଲି ପାଉଲ ଚାହାଁନ୍ତି?
ପାଉଲ ଚାହୁଁଛନ୍ତି ଯେ ଅନୀସିମ ତାଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହୁଅନ୍ତୁ ।