or_tq/mrk/15/22.md

590 B
Raw Permalink Blame History

ସୈନିକମାନେ ଯୀଶୁଙ୍କୁ କ୍ରୁଶବିଧ କରିବା ପାଇଁ ଆଣିଥିବା ସ୍ଥାନର ନାମ କ'ଣ ଥିଲା ?

ସେହି ସ୍ଥାନର ନାମ ଗଲଗଥା ଥିଲା, ଯାହାର ଅର୍ଥ କପାଳସ୍ଥଳ [୧୫:]।

ସୈନିକମାନେ ଯୀଶୁଙ୍କ ବସ୍ତ୍ର ସହିତ କ'ଣ କଲେ ?

ସୈନିକମାନେ ଯୀଶୁଙ୍କର ବସ୍ତ୍ର ନିମନ୍ତେ ଗୁଳିବାଣ୍ଟ କଲେ [୧୫:୨୪]।