or_tq/mrk/07/20.md

720 B
Raw Permalink Blame History

କେଉଁ ତିନିଗୋଟି ବିଷୟରେ ଯୀଶୁ କହିଲେ ଯାହାକି ମଣିଷର ବାହାରେ ଆସି ତାହାକୁ ଅଶୁଚି କରି ପାରେ ?

ମନୁଷ୍ୟର ହୃଦୟରୁ କୁଚିନ୍ତା, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଇର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା ଏହିସବୁ ବାହାରି ମନୁଷ୍ୟକୁ ଅଶୁଚି କରିପାରେ ବୋଲି ଯୀଶୁ କହିଲେ [୭:୨୧-]।