or_tq/mrk/07/02.md

878 B
Raw Permalink Blame History

ଯୀଶୁଙ୍କର କେତେକ ଶିଷ୍ୟମାନେକ'ଣ କରୁଥିଲେ ଯାହା ଫାରୂଶୀ ଏବଂ ଶାସ୍ତ୍ରୀମାନଙ୍କୁ ଆଘାତ କରିଥିଲା ?

କେତେକ ଶିଷ୍ୟମାନେଅଧୁଆ ହାତରେ ଖାଉଥିଲେ [୭:,୫]।

ଖାଇବା ଆଗରୁ ହାତ ଧୋଇବା ଥାଳି ପାତ୍ର, ତମ୍ବା ପାତ୍ର, ଶୋଇବା ସ୍ଥାନ ଧୋଇବା ଏହି ସବୁ କାହାର ପ୍ରଥା ଥିଲା ?

ଖାଇବା ପୂର୍ବରୁ ହାତ ଧୋଇବା, ପାତ୍ର, ତମ୍ବା ପାତ୍ର, ଶୋଇବା ସ୍ଥାନ ଇତ୍ୟାଦି ଧୋଇବାର ପ୍ରଥା ପ୍ରାଚୀନମାନଙ୍କର ଏକ ପ୍ରଥା ଥିଲା [୭:୩-୪]।