or_tq/mrk/05/21.md

726 B
Raw Permalink Blame History

ସମାଜଗୃହର ଅଧ୍ୟକ୍ଷ ଯାଇରସ ଯୀଶୁଙ୍କୁ କ'ଣ ଅନୁରୋଧ କରିଥିଲେ ?

ଯାଇରସ ଯୀଶୁଙ୍କୁ କହିଲେ ମୋହର ଝିଅଟି ପ୍ରାୟ ମୃତପ୍ରାୟ ଆପଣ ଆସି ତାହା ଉପରେ ଆପଣା ହସ୍ତ ଥୁଅନ୍ତୁ [୫:-୨୩]।

ଯେଉଁ ସ୍ତ୍ରୀ ଯୀଶୁଙ୍କର ଲୁଗା ଛୁଇଁଥିଲା ତାହାର କ'ଣ ସମସ୍ୟା ଥିଲା ?

ସେହି ସ୍ତ୍ରୀ ବାରବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତାରେ ପୀଡିତ ଥିଲା [୫:୨୫]।