or_tq/mrk/01/01.md

515 B
Raw Permalink Blame History

ପ୍ରଭୁ ଆସିବା ପୂର୍ବରୁ କ'ଣ ଘଟିବ ବୋଲି ଯିଶାଇୟ ଭାବବାଦୀ କହିଲେ ?

ଯିଶାଇୟ ଭବିଷ୍ୟବାଣୀ କରିକହିଲେ ଯେ, ଈଶ୍ଵର ଜଣେ ଦୂତଙ୍କୁ ପ୍ରେରଣ କରିବେ, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କର ପଥ ପ୍ରସ୍ତୁତ କରିବ [୧:-୩]।