or_tq/mat/28/01.md

840 B
Raw Permalink Blame History

ମଗ୍‌ଦଲିନୀ ଓ ଅନ୍ୟ ମରିୟମ କେଉଁ ଦିନ ଓ ସମୟ ଯୀଶୁଙ୍କ ସମାଧି ଦେଖିବାକୁ ଯାଇଥିଲେ ?

ବିଶ୍ରାମବାର ଦିନରେ ଓ ସପ୍ତାହର ପ୍ରଥମ ଦିବସରେ ପ୍ରତ୍ୟୁଷରେ ମଗ୍‌ଦଲିନୀ ଓ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଯାଇଥିଲେ [୨୮:୧]।

ଯୀଶୁଙ୍କର ସମାଧୀରୁ ପଥର ଖଣ୍ଡିକ କିପରି ଗଢାଇ ଦିଆଯାଇଥିଲା ?

କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ଵର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଢାଇ ଦେଇଥିଲେ [୨୮:]।