or_tq/mat/22/41.md

500 B
Raw Permalink Blame History

କ'ଣ ପ୍ରଶ୍ନ ଯୀଶୁ ଫାରୂଶୀମାନଙ୍କୁ କଲେ ?

ଖ୍ରୀଷ୍ଟ କାହାର ପୁତ୍ର ବୋଲି ଯୀଶୁ ସେମାନଙ୍କୁ ପଚାରିଲେ [:୪୨]।

କ'ଣ ଉତ୍ତର ଫାରୂଶୀମାନେ ଯୀଶୁଙ୍କୁ ଦେଲେ ?

ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର ଥିଲେ ବୋଲି ଫାରୂଶୀମାନେ କହିଲେ [:୪୨]।