or_tq/mat/22/37.md

622 B
Raw Permalink Blame History

କେଉଁ ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ଏବଂ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଏହି ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା [:୩୭-୩୯] ।