or_tq/mat/22/31.md

598 B
Raw Permalink Blame History

କିପରି ଯୀଶୁ ଧର୍ମଶାସ୍ତ୍ରରୁ ଦେଖାଇଲେ ଯେ ପୁନରୁତ୍‍ଥାନ ଅଛି ବୋଲି ?

ଯୀଶୁ ଧର୍ମଶାସ୍ତ୍ରକୁ ଉଲ୍ଲେଖ କଲେ ଯେଉଁଠି ପରମେଶ୍ୱର କୁହନ୍ତି , ସେ ଅବ୍ରହାମଙ୍କ ଈଶ୍ୱର, ଇସ୍‍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର, ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର [:୩୨]।