or_tq/mat/22/29.md

649 B
Raw Permalink Blame History

କେଉଁ ଦୁଇଟି ବିଷୟ ସାଦ୍ଦୂକୀମାନେ ଜାଣି ନାହାନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ ସାଦ୍ଦୂକୀମାନେ ଧର୍ମଶାସ୍ତ୍ର ଓ ଈଶ୍ୱରଙ୍କ ଶକ୍ତି ଜାଣି ନାହାନ୍ତି ବୋଲି କହିଲେ [:୨୯]।

ଯୀଶୁ ପୁନରୁତ୍‍ଥାନର ବିବାହ ବିଷୟରେ କ'ଣ କହିଲେ ?

ଯୀଶୁ ପୁନରୁତ୍‍ଥାନରେ, ସେଠାରେ ବିବାହ ନାହିଁ ବୋଲି କହିଲେ [:୩୦]।