or_tq/mat/22/15.md

685 B
Raw Permalink Blame History

ଯୀଶୁଙ୍କୁ କ'ଣ କରିବାକୁ ଫାରୂଶୀମାନେ ଚେଷ୍ଟା କରୁଥିଲେ ?

ଫାରୂଶୀମାନେ ଯୀଶୁଙ୍କୁ ତାଙ୍କରି ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କରୁଥିଲେ [:୧୫] ।

ଫାରୂଶୀମାନଙ୍କ ଶିଷ୍ୟମାନେ ଯୀଶୁଙ୍କୁ କ'ଣ ପ୍ରଶ୍ନ କଲେ ?

ସେମାନେ ଯୀଶୁଙ୍କୁ ପଚାରିଲେ କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା [:୧୭]।