or_tq/mat/22/05.md

1.1 KiB
Raw Permalink Blame History

ଯେତେବେଳେ ରାଜା ଆପଣା ପୁତ୍ର ନିମନ୍ତେ ବିବାହର ଆୟୋଜନ କଲେ ଓ ନିମନ୍ତ୍ରିତ ଲୋକମାନଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ ସେମାନେ କ'ଣ କଲେ ?

କେତେକ ଏହି ନିମନ୍ତ୍ରଣକୁ ବେଖାତିର୍ କଲେ ଓ ଆପଣା ଆପଣା ବ୍ୟବସାୟକୁ ଚାଲିଗଲେ, ଆଉ ଅବଶିଷ୍ଟଲୋକ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ [:-୬] ।

ବିବାହ ଆୟୋଜନରେ ନିମନ୍ତ୍ରିତ ଲୋକଙ୍କ ସହ ରାଜା ପ୍ରଥମେ କ'ଣ କଲେ ?

ରାଜା ସୈନ୍ୟମାନଙ୍କୁ ପ୍ରେରଣକରି ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭୂମିସାତ କଲେ [:୭] ।