or_tq/mat/17/19.md

453 B
Raw Permalink Blame History

କାହିଁକି ଶିଷ୍ୟମନେ ମୃଗୀ ରୋଗ ଗ୍ରସ୍ତ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ?

ସେମାନଙ୍କର ଅଳ୍ପ ବିଶ୍ଵାସ ହେତୁ ସେମାନେ ମୃଗୀ ରୋଗଗ୍ରସ୍ଥ ବାଳକକୁ ସୁସ୍ଥ କରି ପାରିଲେ ନାହିଁ ବୋଲି ଯୀଶୁ କହିଲେ [୧୭:]।