or_tq/mat/17/01.md

772 B
Raw Permalink Blame History

କିଏ ଯୀଶୁଙ୍କ ସହିତ ଗୋଟିଏ ଉଚ୍ଚ ପର୍ବତକୁ ଗଲେ?

ପିତର, ଯାକୁବ ଓ ଯୋହନ ଯୀଶୁଙ୍କ ସାଙ୍ଗରେ ଗୋଟିଏ ଉଚ୍ଚ ପର୍ବତକୁ ଗଲେ [୧୭:୧] ।

ପର୍ବତ ଉପରେ ଯୀଶୁଙ୍କର ଉତ୍ତର ଜାଣିଥିଲେ କାରଣ ପିତାଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା ?

ଯୀଶୁ ରୂପାନ୍ତରିତ ହେଲେ, ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା [୧୭:] ।