or_tq/mat/14/22.md

8 lines
572 B
Markdown

# ଲୋକସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ କ'ଣ କଲେ ?
A ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ [୧୪:୨୩]।
# ସମୁଦ୍ର ମଧ୍ୟରେ ଶିଷ୍ୟଙ୍କୁ କ'ଣ ଘଟୁଥିଲା?
ଶିଷ୍ୟମାନଙ୍କର ନୌକା ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା [୧୪:୨୪]।