or_tq/mat/09/35.md

4 lines
449 B
Markdown

# କାହିଁକି ଲୋକସମୂହଙ୍କ ପ୍ରତି ଯୀଶୁ ଦୟାରେ ବିଗଳିତ ହେଲେ ?
ଯୀଶୁ ଲୋକସମୂହଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୂର୍ଦ୍ଦଶାଗ୍ରସ୍ତ,ଚିନ୍ତିତ ଓ ଦ୍ୱନ୍ଦ୍ୱରେ ଥିଲେ [୯:୩୬] ।