or_tq/mat/09/14.md

8 lines
790 B
Markdown

# ତାଙ୍କରି ଶିଷ୍ୟମାନେ ଉପବାସ କରୁ ନ ଥିଲେ ବୋଲି କାହିଁକି ଯୀଶୁ କହିଲେ ?
ଯୀଶୁ କହିଲେ ତାଙ୍କରି ଶିଷ୍ୟମାନେ ଉପବାସ କରୁ ନ ଥିଲେ କାରଣ ସେ ସେମାନଙ୍କ ସହ ଥିଲେ [୯:୧୫] ।
# କେତେବେଳେ ତାଙ୍କରି ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ ?
ଯୀଶୁ ଯେତେବେଳେ ତାଙ୍କଠାରୁ କାଢି ନିଆଯିବେ ସେତେବେଳେ ତାଙ୍କରି ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ [୯:୧୫] ।