or_tq/mat/08/21.md

556 B
Raw Permalink Blame History

ଯୀଶୁଙ୍କର ଜଣେ ଶିଷ୍ୟ ତାଙ୍କୁ କହିଲେ ହେ ପ୍ରଭୁ ପ୍ରଥମେ ମୋହର ପିତାଙ୍କୁ ସମାଧି ଦେବା ପାଇଁ ଛାଡିଦିଅ ଯୀଶୁ ତାଙ୍କୁ କ'ଣ କହିଲେ ?

ଯୀଶୁ ତାଙ୍କୁ କହିଲେ ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତଲୋକଙ୍କୁ ସମାଧି ଦେବା ପାଇଁ ଛାଡିଦିଅ [୮:୨୧-]।