or_tq/mat/06/19.md

620 B
Raw Permalink Blame History

ଆମ୍ଭେମାନେ କେଉଁଠି ଓ କାହିଁକି ଧନ ସଞ୍ଚୟ କରିବା ଉଚିତ୍ ?

ଆମ୍ଭେମାନେ ସ୍ଵର୍ଗରେ ଧନ ସଞ୍ଚୟ କରିବା ଉଚିତ୍ କାରଣ ସେଠାରେ କ୍ଷୟ ମଧ୍ୟ ହୁଏ ନାହିଁ ଏବଂ ଚୋରି ମଧ୍ୟ ହୁଏ ନାହିଁ [୬:୧୯-]।

ଧନଠାରେ ଆମ୍ଭମାନଙ୍କର କ'ଣ ହେବ ?

ଯେଉଁଠାରେ ଧନ ହେବ ଆମ୍ଭମାନଙ୍କର ମନ ସେଠାରେ ରହିବ [୬:୨୧]।