or_tq/mat/05/23.md

4 lines
697 B
Markdown

# ଆମ୍ଭମାନଙ୍କ ଭାଇମାନଙ୍କ ବିରୁଦ୍ଧରେ କୌଣସି ବିଷୟ ଅଛି ତାହାହେଲେ ଆମ୍ଭେମାନେ କ'ଣ କରିବା ଉଚିତ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି ?
ଯଦି ଆମ୍ଭମାନଙ୍କ ଭାଇମାନଙ୍କ ବିରୁଦ୍ଧରେ କୌଣସି କଥା ଅଛି ବୋଲି ମନେ ପଡେ ତାହାହେଲେ ଆମ୍ଭେମାନେ ତାଙ୍କ ନିକଟକୁ ଯାଇ ମିଳିତ ହେବା ଉଚିତ ବୋଲି ଯୀଶୁ ଶିକ୍ଷା ଦେଇଅଛନ୍ତି [୫:୨୩-୨୪]।