or_tq/mat/05/05.md

8 lines
606 B
Markdown

# ନମ୍ରଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?
ନମ୍ରଲୋକେ ଧନ୍ୟ ଅଟନ୍ତି କାରଣ ସେମାନେ ପୃଥିବୀର ଅଧିକାର ହେବେ [୫:୫]।
# ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ କ'ଣ ପାଇଁ ଧନ୍ୟ ଅଟନ୍ତି ?
ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ କାରଣ ସେମାନେ ପରିତୃପ୍ତ ହେବେ [୫:୬]।