or_tq/mat/03/01.md

659 B
Raw Permalink Blame History

ବାପ୍ତିଜକ ଯୋହନ ପ୍ରାନ୍ତରରେ କ'ଣ ଘୋଷଣା କରୁଥିଲେ ?

ମନ ପରିବର୍ତ୍ତନ କର କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ ଯୋହନ ଏହା ପ୍ରଚାର କରୁଥଲେ [୩:]।

ବାପ୍ତିଜକ ଯୋହନ କ'ଣ କରିବେ ବୋଲି ଭାବାବାଦୀ ଯିଶାଇୟ କହିଥିଲେ ?

ପ୍ରଭୁଙ୍କ ପଥ ସରଳ କର ଏହା ଭାବବାଦୀ ଯିଶାଇୟ ବାପ୍ତିଜକ ଯୋହନଙ୍କ ବିଷୟରେ କହିଥିଲେ [୩:୩]।