or_tq/luk/23/20.md

693 B
Raw Permalink Blame History

ଲୋକସମୂହ ଯୀଶୁଙ୍କୁ କ'ଣ କରାଯିବା ଉଚିତ୍ ବୋଲି ଉଚ୍ଚ ସ୍ଵରରେ କହିଲେ ?

ସେମାନେ ଉଚ୍ଚ ସ୍ଵରରେ କହିଲେ, "ତାହାକୁ କ୍ରୁଶରେ ଚଢାଅ, ତାହାକୁ କ୍ରୁଶରେ ଚଢାଅ [୨୩:୨୧]।

ତୃତୀୟ ଥର ପାଇଁ, ପୀଲାତ ଯୀଶୁଙ୍କ ବିଷୟରେ ଲୋକସମୂହକୁ କ'ଣ କହିଲେ ?

ପୀଲାତ କହିଲେ, "ମୁଁ ତାହାଙ୍କଠାରେ ପ୍ରାଣ ଦଣ୍ଡର କୌଣସି ଦୋଷ ପାଉନାହିଁ [୨୩:]।"