or_tq/luk/23/01.md

526 B
Raw Permalink Blame History

ପୀଲାତଙ୍କ ନିକଟରେ ଯିହୁଦୀୟ ନେତାମାନେ ଯୀଶୁଙ୍କ ବିରୁଦ୍ଧରେ କେଉଁ ନିନ୍ଦା କଲେ ?

ସେମାନେ କହିଲେ ଯେ ଯୀଶୁ ଜାତିକୁ ଅପବ୍ୟବହାର କରୁଥିଲା, କାଇସରଙ୍କୁ କର ଦେବାକୁ ନିଷେଧ କରୁଥିଲା, ଏବଂ ସେ ଯେ ଖ୍ରୀଷ୍ଟ, ଏକ ରାଜା ବୋଲି କହୁଥିଲା [୨୩:]।