or_tq/luk/22/69.md

374 B
Raw Permalink Blame History

ଯୀଶୁ ନିଜକୁ ଯେ ଖ୍ରୀଷ୍ଟ ବୋଲି କହିଲେ ତାହାର ସାକ୍ଷ୍ୟ ଆବଶ୍ୟକ ନାହିଁ ବୋଲି କାହିଁକି ମହାସଭା କହିଲେ ?

କାରଣ ସେମାନେ ଯୀଶୁଙ୍କ ନିଜ ମୁଖରୁ ତାହା ଶୁଣିଥିଲେ [:୭୧]।