or_tq/luk/22/49.md

599 B
Raw Permalink Blame History

ଲୋକସମୂହଙ୍କ ନିକଟରେ କିପରି ଯିହୂଦା ଯୀଶୁଙ୍କୁ ବିଶ୍ଵାସଘାତକତା କଲେ ?

ଏକ ଚୁମ୍ବନ ସହିତ ସେ ଯୀଶୁଙ୍କୁ ବିଶ୍ଵାସଘାତକତା କଲା [:୪୭-୪୮]।

ଯେଉଁ ଲୋକର କାନ କାଟି ହୋଇଥିଲା ତାହା ସହିତ ଯୀଶୁ କ'ଣ କଲେ ?

ସେ ତାହାର କାନକୁ ସ୍ପର୍ଶ କଲା, ଏବଂ ତାହାଙ୍କୁ ସୁସ୍ଥ କଲା [:୫୧]।