or_tq/luk/22/41.md

461 B
Raw Permalink Blame History

ଜୀତପର୍ବତ ଉପରେ, ଯୀଶୁ କ'ଣ ପ୍ରାର୍ଥନା କଲେ ?

ସେ ପ୍ରାର୍ଥନା କଲେ, "ପିତଃ, ଯଦି ତୁମ୍ଭର ଇଚ୍ଛା ହୁଏ, ତେବେ ଏହି ପାନପତ୍ର ମୋ'ଠାରୁ ଦୂର କର । ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ [:୪୨]।"