or_tq/luk/20/41.md

628 B
Raw Permalink Blame History

ଶାସ୍ତ୍ରୀମାନଙ୍କୁ ପ୍ରଶ୍ନ କରିବାରେ ଯୀଶୁ ଗୀତସଂହିତାରୁ ଦାଉଦଙ୍କ କେଉଁ ଉକ୍ତିକୁ ଉଲ୍ଲେଖ କଲେ ?

ସେ ଉଲ୍ଲେଖ କଲେ, "ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ମୋହର ଦକ୍ଷିଣରେ ବସିଥାଅ [:୪୨-୪୩]।"