or_tq/luk/16/09.md

4 lines
509 B
Markdown

# ଏହି କାହାଣୀ ଉପରେ ଆଧାର କରି ଯୀଶୁ ଅନ୍ୟମାନଙ୍କୁ କ’ଣ କରିବାକୁ କହିଲେ?
ସେ କହିଲେ, "ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ।"